କମ୍ପ୍ୟୁଟର ହେଉଛି ଏକ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯାହା ଉପଭୋକ୍ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ତଥ୍ୟକୁ ଇନପୁଟ୍ ପ୍ରକ୍ରିୟା ଭାବରେ ଗ୍ରହଣ କରେ ଏବଂ ଆଉଟପୁଟ୍ ଭାବରେ ଡାଟା ଉତ୍ପାଦନ କରେ |କମ୍ପ୍ୟୁଟରକୁ ବେଳେବେଳେ ଇଲେକ୍ଟ୍ରୋନିକ୍ ଡାଟା ପ୍ରୋସେସର୍ ବା ସ୍ୱୟଂଚାଳିତ ଡାଟା ପ୍ରୋସେସର୍ କୁହାଯାଏ |କମ୍ପ୍ୟୁଟର ହେଉଛି ଏକ ମେସିନ୍ ଯାହା କମ୍ପ୍ୟୁଟର ର ପ୍ରୋଗ୍ରାମିଂ ମାଧ୍ୟମରେ ସ୍ୱୟଂଚାଳିତ ହୋଇଥାଏ ଏହି କୋମ୍ପୁଟର ମାଧ୍ୟମ ରେ ଆରିଥମେଟିକ୍ କିମ୍ବା ଲଜିକାଲ୍ ଅପରେସନ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ |
କମ୍ପ୍ୟୁଟର ଗୋଟିଏ ଏମିତିକା ମେସିନ ଯାହା ଆଜିର ସମୟରେ ବହୁତ ସ୍ଥାନରେ ବ୍ୟବହାର କରାଯାଇଥାଏ ଆମ ଦୈନନ୍ଦିନ ଜୀବନ ଠୁ ଆରମ୍ଭ କରି ସ୍କୁଲ ,collage ,ହସ୍ପିଟାଲ ,ଟିକେଟ କରିବା ,ଆମ ମହାକାଶ ,ସାମରିକା କ୍ଷେତ୍ରରେ ଓ ଦୈନଦିନ କାମପାଇଁ ଆମେ କୋମ୍ପୁଟର କୁ ନିଜ ଘରେ ଭି ବ୍ୟବହାର କରିଥାଉ .କୋମ୍ପୁଟର ଟି କୋମ୍ପୁଟର ହାର୍ଡୱେର ଓ ସଫ୍ଟୱାର କୁନେଇ ତିଆରି ହୋଇଥାଏ .ଆଜିର ସମୟରେ ଯଦି କମ୍ପୁଟର କୁ ଭଲଭାବରେ ବୁଝିନାହାନ୍ତି ତାହେଲେ ଆମେ କୌଣସି କାମ କରିପାରିବନାହିଁ